New user account creation has been disabled temporarily. Contact membership at wikimedia.in (via e-mail) if you need one.

Wiki Academy/or

From Wikimedia India Chapter
Jump to: navigation, search
Languages:

English   অসমীয়া   বাংলা   हिन्दी   ಕನ್ನಡ   മലയാളം   मराठी   ଓଡ଼ିଆ   తెలుగు   +/−

Wikimedia India logo or.svg


ଉଇକିପିଡ଼ିଆ କର୍ମଶାଳା ଏକ ସାଧାରଣ ଜନସଚେତନତା କର୍ମଶାଳା ଯାହା ଜନସାଧାରଣଙ୍କୁ ଉଇକିପିଡ଼ିଆର ମୂଳ ଜାଣିବା କଥା ସବୁ ଓ କିପରି ସମ୍ପାଦନା କରାଯାଏ ତାହା ବାବଦରେ ଜଣାଇବାକୁ କରାଯାଇଥାଏ । ଉଇକିପିଡ଼ିଆ କର୍ମଶାଳା କେଇ ଘଣ୍ଟାରୁ ଆରମ୍ଭ କରି କେଇ ଦିନ ଯାଏଁ ହୋଇଥାଏ ।Co-ordinated by Odia Special Interest Group with the help of other City Special Interest Groups

ପ୍ରକଳ୍ପ ଅବଲୋକନ

ବିବରଣୀ: ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପୂରଣ ନିମନ୍ତେ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ଲୋକଙ୍କୁ ଲକ୍ଷ କରି ଏହି ଜନସଚେତନତା କର୍ମଶାଳାର ଆୟୋଜନ କରାଯାଇଥାଏ । ଯଥା - କଲେଜ, ଆଇ.ଟି. କମ୍ପାନି, ଅବସରପ୍ରାପ୍ତ କର୍ମଚାରୀ ସଙ୍ଗଠନ, ଆଦି ।

କାମ:

  • ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଅନୁସାରେ ଗୋଠ ବାଛିବା ଓ ପ୍ରାଥମିକତା ଅନୁସାରେ ସଜାଇବା
  • ଲକ୍ଷ୍ୟରେ ଥିବା ଗୋଠଙ୍କ ପାଇଁ ଉପଯୁକ୍ତ ସଚେତନତା କର୍ମଶାଳା ବାଛିବା
  • ସଚେତନତା କର୍ମଶାଳା ଚଳାଇବା

ବିବରଣିକା

ଖୋଲା ପ୍ରସ୍ତାବ

ନୂଆ ପ୍ରସ୍ତାବ


Things to translate


ଘଟଣାବଳୀ

ଉଇକି କାର୍ମଶାଳା ବାବଦରେ ଅଧିକ ଜାଣିବା ନିମନ୍ତେ Wikipedia Academy ଦେଖନ୍ତୁ ।

ଆହୁରି ଦେଖନ୍ତୁ