![]() |
Wiki Academy/or
From Wikimedia India Chapter
Languages: |
English অসমীয়া বাংলা हिन्दी ಕನ್ನಡ മലയാളം मराठी ଓଡ଼ିଆ తెలుగు +/− |
---|
ଉଇକିପିଡ଼ିଆ କର୍ମଶାଳା ଏକ ସାଧାରଣ ଜନସଚେତନତା କର୍ମଶାଳା ଯାହା ଜନସାଧାରଣଙ୍କୁ ଉଇକିପିଡ଼ିଆର ମୂଳ ଜାଣିବା କଥା ସବୁ ଓ କିପରି ସମ୍ପାଦନା କରାଯାଏ ତାହା ବାବଦରେ ଜଣାଇବାକୁ କରାଯାଇଥାଏ । ଉଇକିପିଡ଼ିଆ କର୍ମଶାଳା କେଇ ଘଣ୍ଟାରୁ ଆରମ୍ଭ କରି କେଇ ଦିନ ଯାଏଁ ହୋଇଥାଏ ।Co-ordinated by Odia Special Interest Group with the help of other City Special Interest Groups
Contents
ପ୍ରକଳ୍ପ ଅବଲୋକନ
ବିବରଣୀ: ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପୂରଣ ନିମନ୍ତେ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ଲୋକଙ୍କୁ ଲକ୍ଷ କରି ଏହି ଜନସଚେତନତା କର୍ମଶାଳାର ଆୟୋଜନ କରାଯାଇଥାଏ । ଯଥା - କଲେଜ, ଆଇ.ଟି. କମ୍ପାନି, ଅବସରପ୍ରାପ୍ତ କର୍ମଚାରୀ ସଙ୍ଗଠନ, ଆଦି ।
କାମ:
- ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଅନୁସାରେ ଗୋଠ ବାଛିବା ଓ ପ୍ରାଥମିକତା ଅନୁସାରେ ସଜାଇବା
- ଲକ୍ଷ୍ୟରେ ଥିବା ଗୋଠଙ୍କ ପାଇଁ ଉପଯୁକ୍ତ ସଚେତନତା କର୍ମଶାଳା ବାଛିବା
- ସଚେତନତା କର୍ମଶାଳା ଚଳାଇବା
ବିବରଣିକା
ଖୋଲା ପ୍ରସ୍ତାବ
ନୂଆ ପ୍ରସ୍ତାବ
Things to translate
ଘଟଣାବଳୀ
ଉଇକି କାର୍ମଶାଳା ବାବଦରେ ଅଧିକ ଜାଣିବା ନିମନ୍ତେ Wikipedia Academy ଦେଖନ୍ତୁ ।